Ashtak

Hanuman Ashtak in Odia|ହନୁମାନ ଅଷ୍ଟକ ଓଡ଼ିଆରେ

Hanuman Chalisa Odia

No Comments

Hanuman Ashtak in Odia chanting helps in providing inner peace. Goswami Tulsidas Ji wrote it.

ଆପଣ ଏଠାରେ Hanuman Ashtak ଓଡ଼ିଆରେ ପଢିପାରିବେ | Hanuman Ashtak in Odia Lyrics PDF କୁ Download କରିପାରିବେ| ହନୁମାନ ହେଉଛନ୍ତି ସାହସ, ଧର୍ଯ୍ୟ ଓ ଭକ୍ତି ର ପ୍ରତୀକ | ଆସ ହନୁମାନ ଙ୍କ ର ଗୋଟେ ସୁନ୍ଦର କଥା ବିଷୟରେ ଜାଣିବା |

ପିଲାବେଳୁ ହନୁମାନ ବହୁତ ବଳଶାଳୀ ଥିଲେ | ଠାରେ ସେ ତାଙ୍କ ମା ଙ୍କୁ କହିଲେ ଖାଇବାକୁ ଦେବାକୁ | ସେଇ ସମୟରେ ତାଙ୍କ ମା କିଛି କାମରେ ବ୍ୟସ୍ତ ଥିଲେ | ହନୁମାନ ବାର ବାର ପଚାରିବାରୁ ସେ ସୂର୍ଯ୍ୟ ଙ୍କୁ ଦେଖେଇ କହିଲେ ଯା ଖାଇବୁ | ସେ ବି ଯାଇ ସୂର୍ଯ୍ୟଙ୍କୁ ଗିଳି ଦେଇଥିଲେ |

Hanuman Ashtak in Odia

ତା ପରେ ଇନ୍ଦ୍ରଦେବ ତାଙ୍କ ମୁଖରେ ବଜ୍ରାଘାତ କରିଥିଲେ | ସୂର୍ଯ୍ୟଦେବ ତ ମୁକ୍ତି ହେଲେ କିନ୍ତୁ ବାଳକ ହନୁମାନ ମୂର୍ଛିତ ହୋଇ ବସୁଧାରେ ପଡିଲେ | ଏ ସବୁ ଦେଖିଲା ପରେ ତାଙ୍କ ପିତା ପବନ ଦେବ ବାୟୁ ଚଳା ଚଳ ବନ୍ଦ କରିଦେଲେ | ତାପରେ ସବୁ ଦେବୀ ଦେବତା ମାନେ ଅନେକ ବର ଦେଇ ବାଳକ ହନୁମାନଙ୍କୁ ପୂର୍ଣ୍ଣ ଜିବୀତ କଲେ |

ବେ ବାଳକ ହନୁମାନ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଥିଲେ | ଏକଦା ସେ ଜଙ୍ଗଲରେ ମୁନି ଋଷିଙ୍କ ଧ୍ୟାନ ଭଙ୍ଗ କରିବାରୁ, ତାଙ୍କୁ ଜଣେ ମୁନିବର ଅଭିଶାପ ଦେଇଥିଲେ | ତେଣୁ ସେ ତାଙ୍କର ସବୁ ଶକ୍ତି କଥା ଭୁଲି ଯାଇଥିଲେ | ଯଦି କେହି ମନେ ପକେଇବା ପରେ ହିଁ ସେ ତାଙ୍କ ଶକ୍ତି ପାଇପାରିବେ | ଆଉ ସେ ଶକ୍ତି ସଂସାରର ମଙ୍ଗଳ ପାଇଁ ହିଁ ଲାଗି ପାରିବ |
ଦ୍ୱାପର ଯୁଗରେ ମା ସୀତାଙ୍କୁ ଠାବ କରିବାକୁ ହନୁମାନଙ୍କୁ ଚୟନ କରାଯାଇଥିଲା | ସେତିକିବେଳେ ଅଙ୍ଗଦ ତାଙ୍କର ଶକ୍ତି କଥା ତାଙ୍କୁ ସ୍ମରଣ କରାଇ ଦେଇଥିଲେ |

Download Hanuman Ashtak in Odia PDF

You may Like to ReadHanuman Chalisa Lyrics in Odia

Hanuman Ashtak in Odia Lyrics

||ସଂକଟମୋଚନ ହନୁମାନ ଅଷ୍ଟକ||

ବାଲ ସମୟ ରବି ଭକ୍ଷି ଲିୟୋ ତବ, ତୀନହୁଁ ଲୋକ ଭୟେ ଅଁଧ୍ୟାୟାରେ 
ତାହି ସାଂ ତ୍ରାସ ଭୟୋ ଜଗ କୋ, ୟହ ସଂକଟ କାହ୍ନୁ ସୋ ଜାତ ନା ଟାରୋ 
ଦେବନ ଆନି କରୀ ବିନତୀ ତବ, ଛାଡ଼ି ଦିୟୋ ରବି କଷ୍ଟ ନିବାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୧]

ବାଲି କୀ ତ୍ରାସ କପୀସ ବସେଏ ଗିରି, ଜାତ ମହାପ୍ରଭୁ ପଂଥ ନିହାରୋ 
ଚୌକି ମହାମୁନି ସାପ ଦିୟୋ ତବ, ଚାହିଏ କୌନ ବିଚାର ବିଚାରୋ 
କେ ଦ୍ବିଜ ରୂପ ଲିବାୟ ମହାପ୍ରଭୁ, ସୋ ତୁମ ଦାସ କେ ସୋକ ନିବାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୨]

ଅଂଗଦ କେ ସଂଗ ଲେନ ଗୟେ ସିୟ, ଖୋଜ କପୀସ ୟହ ବୈନ ଉଚାରୋ 
ଜୀବତ ନ ବଚିହୌ ହମ ସୋ ୟୁ, ବିନା ସୁଧୂ ଲାଏ ଇହାଁ ପଗୁ ଧାରୋ 
ହରି ଥକେ ତଟ ସିଂଧୁ ସବୈ ତବ, ଲାୟ ସିୟା ସୁଧୁ ପ୍ରାନ ଉବାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୩]

ରାବଣ ତ୍ରାସ ଦଈ ସିୟ କୋ ସବ, ରାକ୍ଷସି ସୋଂ କହି ଶୋକ ନିବାରୋ 
ତାହି ସମୟ ହନୁମାନ ମହାପ୍ରଭୁ, ଜାୟ ମହା ରଜନୀଚର ମାରୋ 
ଚାହତ ସୀୟ ଅଶୋକ ସୋଂ ଆଗି ସୁ, ଦୈ ପ୍ରଭୁ ମୁଦ୍ରିକା ଲୋକ ନିବାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୪]

ବାନ ଲଗୌ ଭର ଲକ୍ଷ୍ମଣ କେ ତବ, ପ୍ରାଣ ତଜେ ସୁତ ରାବଣ ମାରୋ 
ଲୈ ଗୃହ ବୈଧ ସୁଷେନ ସମେତ, ତବୈ ଗିରି ଦ୍ରୋନ ସୁ ବୀର ଉପାରେ 
ଆନି ସଜୀବନ ହାଥ ଦଈ ତବ, ଲକ୍ଷ୍ମମଣ କେ ତୁମ ପ୍ରାଣ ଉବାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୫]

ରାବଣ ଯୁଦ୍ଧ ଅଜାନ କିୟୋ ତବ, ନାଗ କି ଫାଶ ସବେ ସିର ଡାରୋ 
ଶ୍ରୀ ରଘୁନାଥ ସମେତ ସବୈ ଦଲ, ମୋହ ଭୟୋ ୟହ ସଂକଟ ଭାରୋ 
ଆନି ଖଗେସ ତବୈ ହନୁମାନ ଜୁ, ବଂଧନ କାଟି ସୁତ୍ରାସ ନିବାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୬]

ବଂଧୁ ସମେତ ଜବୈ ଅହିରାବଣ, ଲୈ ରଘୁନାଥ ପାତାଲ ସିଧାରେ 
ଦେବିହିଁ ପୂଜି ଭଲୀ ବିଧି ସୋଂ ବଲି, ଦେଉ ସବୈ ମିଲି ମଂତ୍ର ବିଚାରୋ 
ଜାୟ ସହାୟ ଭୟୋ ତବ ହୀ, ଅହିରାବଣ ସୈନ୍ୟ ସମେତ ସଂହାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୭]

କାଜ କିଏ ବଡ଼ ଦେବନ କେ ତୁମ, ବୀର ମହାପ୍ରଭୁ ଦେଖି ବିଚାରୋ 
କୌନ ସୋ ସଂକଟ ମୋର ଗରୀବ କୋ, ଜୋ ତୁମସୋ ନହିଁ ଜାତ ହେ ଟାରୋ 
ବେଗି ହରୋ ହନୁମାନ ମହାପ୍ରଭୁ, ଜୋ କଛୁ ସଂକଟ ହୋୟ ହମାରୋ 
କୋ ନହିଁ ଜାନତ ହେ ଜଗମେ କପି, ସଂକଟମୋଚନ ନାମ ତିହାରୋ [୮]

ଇତି ଶ୍ରୀ ଗୋସ୍ୱାମି ତୁଲସୀଦାସ କୃତ ସଂକଟମୋଚନ ହନୁମାନ ଅଷ୍ଟକ ସଂପୂର୍ଣ୍ଣ

Hanuman Ashtak Lyrics in Odia PDF Download

Here, we provide Hanuman Ashtak Lyrics in Odia PDF Download. You just click on the link to Download the Hanuman Ashtak in Odia. Daily chanting of Hanuman Ashtak will give you inner peace and strength to fight against the evil power.

You May also Like to Read: Hanuman Chalisa in Odia (ହନୁମାନ ଚାଳିଶା ମାହାତ୍ମ୍ୟ)

Sankatmochan Hanuman Ashtak Video

Leave a comment