Chalisa

Hanuman Chalisa Odia Lyrics | ହନୁମାନ ଚାଲୀସା Lyrics ଓଡିଆରେ

Hanuman Chalisa Odia

No Comments

Hanuman Chalisa Odia Lyrics are written below for your convenience in Chanting. The Divine 40 verse of Hanuman Chalisa drives the sorrow and fear of our lives.

ହନୁମାନ ଚାଳିଶା ସବୁଦିନ ପଢିବା ଦ୍ୱାରା ଆମର ମନ ଭିତରେ ଥିବା ଦୁଃଖ, ଭୟ ଓ ଆଶଙ୍କା ଆଦିର ଅବସାଦ ହୁଏ |

ସେଥିପାଇଁ ହନୁମାନ ଚାଳିଶା କୁ ପ୍ରତିଦିନ ସକାଳ ଓ ସନ୍ଧ୍ୟା ରେ ପାଠ କଲେ ଅପୂର୍ବ ଶାନ୍ତି ଅନୁଭୁତ ହୁଏ |ସନ୍ଥ ତୁଲସୀ ଦାସ ଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ସଂସାରବାସୀ ଙ୍କ ପାଇଁ ଏକ ବରଦାନ |

ଏଥିରେ ହନୁମାନଙ୍କର ସାହସ, ଆଧ୍ୟାତୀମିକ ଦର୍ଶନ ବିଷୟରେ ବର୍ଣନା କରା ଯାଇଛି |

Hanuman Chalisa Odia Lyrics

You May also Like to Read: Hanuman Chalisa in Odia (ହନୁମାନ ଚାଳିଶା ମାହାତ୍ମ୍ୟ)

Hanuman Chalisa Odia Lyrics

Hanuman Chalisa Odia Lyrics ନିମ୍ନରେ ଦିଅ ଯାଇଛି | ଆପଣ ଏହାକୁ ଦେଖି ଓଡ଼ିଆ ରେ ହନୁମାନ ଚାଳିଶା ପାଠ କରି ପାରିବେ | ଶ୍ରୀ ହନୁମାନ ଙ୍କ ଅଶେଷ କରୁଣା ଆପଣଙ୍କ ଉପରେ ରହିବ | ଆପଣଙ୍କ ଜୀବନରେ ଦୁଃଖର ଅବସାନ ହେବ |

|| ଦୋହା ||

ଶ୍ରୀଗୁରୁ ଚରଣ ସରୋଜ ରଜ ନିଜ ମନୁ ମୁକୁରୁ ସୁଧାରି | 
ବରନ.ଉଁ ରଘୁବର ବିମଲ ଜସୁ ଜୋ ଦାୟକୁ ଫଲ ଚାରି ॥
ବୁଦ୍ଧିହୀନ ତନୁ ଜାନିକେ ସୁମିରୌ ପବନକୁମାର |
ବଳ ବୁଦ୍ଧି ବିଦ୍ୟା ଦେହୁ ମୋହିଂ ହରହୁ କଲେସ ବିକାର ॥

|| ଚୌପାଈ ||

ଜୟ ହନୁମାନ ଜ୍ଞାନ ଗୁନ ସାଗର I
 ଜୟ କପୀସ ତିହୁଁ ଲୋକ ଉଜାଗର ।। (୧)
ରାମ ଦୂତ ଅତୁଲିତ ବଲ ଧାମା | 
ଅଂଜନିପୁତ୍ର ପବନସୁତ ନାମା ।। (୨)

ମହାବୀର ବିକ୍ରମ ବଜରଂଗୀ | 
କୁମତି ନିବାର ସୁମତି କେ ସଂଗୀ ।। (୩)
 କଂଚନ ବରନ ବିରାଜ ସୁବେସା| 
କାନନ କୁଣ୍ଡଳ କୁଚିତ କେସା ।। (୪)

ହାଥ ବଜ୍ର ଔ ଧ୍ଵଜା ବିରାଜୈ | 
କାଁଧେ ମୁଁ.ଜ ଜନେଊ ସାଜୈ ।। (୫)
 ସଂକର ସୁବନ କେସରୀନଂଦନ | 
ତେଜ ପ୍ରତାପ ମହା ଜଗ ବଂଦନ ।।  (୬)

ବିଦ୍ୟାବାନ ଗୁନୀ ଅତି ଚାତୁର | 
ରାମ କାଜ କରିବେ କୋ ଆତୁର ।। (୭)
ପ୍ରଭୁ ଚରିତ୍ର ସୁନିବେ କୋ ରସିୟା | 
ରାମ ଲକ୍ଷନ ସୀତା ମନ ବସିୟା ।। (୮)

ସୂକ୍ଷ୍ମ ରୂପ ଧରି ସିୟହିଂ ଦିଖାବା |
ବିକଟ ରୂପ ଧରି ଲଂକ ଜରାବା ।। (୯)
ଭୀମ ରୂପ ଧରି ଅସୁର ସଁହାରେ । 
ରାମଚଂଦ୍ର କେ କାଜ ସଁବାରେ ।।  (୧୦)

ଲାୟ ସଜୀବନ ଲଖନ ଜିୟାୟେ | 
ଶ୍ରୀରଘୁବୀର ହରଷି ଉର ଲାୟେ ।। (୧୧)
ରଘୁପତି କୀନ୍‌ହୀ ବହୁତ ବଡ଼ାଈ | 
ତୁମ ମମ ପ୍ରିୟ ଭରତହି ସମ ଭାଈ ।। (୧୨)

ସହସ ବଦନ ତୁମ୍‌ହରୋ ଜସ ଗାଵୟେଂ  |
 ଅସ କହି ଶ୍ରୀପତି କଂଠ ଲଗଵଏଁ  ।। (୧୩)
ସନକାଦିକ ବ୍ରହ୍ମାଦି ମୁନୀସା | 
ନାରଦ ସାରଦ ସହିତ ଅହୀସା ।। (୧୪)

ଜମ କୁବେର ଦିଗପାଲ ଜହାଁ ତେ । 
କବି କୋବିଦ କହି ସକେ କହାଁ ତେ ।। (୧୫)
ତୁମ ଉପକାର ସୁଗ୍ରୀବହିଂ କୀନ୍ହା | 
ରାମ ମିଲାୟ ରାଜ ପଦ ଦୀନ୍ହା ।। (୧୬)

ତୁମ୍‌ହରୋ ମନ୍ତ୍ର ବିଭୀଷନ ମାନା | 
ଲଂକେସ୍ଵର ଭଏ ସବ ଜଗ ଜାନା ।। (୧୭)
ଜୁଗ ସହସ୍ର ଜୋଜନ ପର ଭାନୂ । 
ଲୀଜ୍ୟୋ ତାହି ମଧୁର ଫଲ ଜାନୂ ।।(୧୮)

ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀ | 
ଜଲଧି ଲାଘି ଗୟେ ଅଚରଜ ନାହୀ ।। (୧୯)
ଦୁର୍‌ଗମ କାଜ ଜଗତ କେ ଜେତେ । 
ସୁଗମ ଅନୁଗ୍ରହ ତୁମ୍‌ହରେ ତେତେ ।। (୨୦)

ରାମ ଦୁଆରେ ତୁମ ରଖିବାରେ | 
ହୋତ ନ ଆଜ୍ଞା ବିନୁ ପୈସାରେ ।। (୨୧)
ସବ ସୁଖ ଲହୈ ତୁମ୍‌ହାରୀ ସରନା । 
ତୁମ ରକ୍ଷକଃ କାହୂ କୋ ଡର ନା ।। (୨୨)

ଆପନ ତେଜ ସମହାରୋ ଆପୈ | 
ତୀନାଂ ଲୋକ ହାଁକ ତେ କାଁପୈ ।। (୨୩)
ଭୂତ ପିସାଚ ନିକଟ ନହିଂ ଆବୈ | 
ମହାବୀର ଜବ ନାମ ସୁନାବେ ।। (୨୪)

ନାସୈ ରୋଗ ହରୈ ସବ ପୀରା । 
ଜପତ ନିରଂତର ହନୁମତ ବୀରା ।। (୨୫)
ସଂକଟ ତେ ହନୁମାନ ଛୁଡ଼ାବେ | 
ମନ କ୍ରମ ବଚନ ଧ୍ୟାନ ଜୋ ଲାବେ ।। (୨୬)

ସବ ପର ରାମ ତପସ୍ଵୀ ରାଜା | 
ତିନ କେ କାଜ ସକଲ ତୁମ ସାଜା ।। (୨୭)
ଔର ମନୋରଥ ଜୋ କୋଈ ଭାବେ । 
ସୋଈ ଅମିତ ଜୀବନ ଫଲ ପାୱଏ  ।। (୨୮)

ଚାରୋ ଯୁଗ ପରତାପ ତୁମ୍‌ହାରା | 
ହୈ ପରସିଦ୍ଧ ଜଗତ ଉଜିୟାରା ।। (୨୯)
ସାଧୁ ସଂତ କେ ତୁମ ରଖିବାରେ । 
ଅସୁର ନିକଂଦନ ରାମ ଦୁଲାରେ ।। (୩୦)

ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା | 
ଅସ ବର ଦୀନ ଜାନକୀ ମାତା ।। (୩୧)
ରାମ ରସାୟନ ତୁମ୍‌ହରେ ପାସା । 
ସଦା ରହୋ ରଘୁପତି କେ ଦାସା ।। (୩୨)

ତୁମ୍‌ହରେ ଭଜନ ରାମ କୋ ପାବୈ | 
ଜନମ ଜନମ କେ ଦୁଖ ବିସରାବୈ ।। (୩୩)
ଅନ୍ତ କାଳ ରଘୁବର ପୁର ଜାଈ | 
ଜହାଁ ଜନ୍ମ ହରିଭକ୍ତ କହାଈ ।। (୩୪)

ଔର ଦେବତା ଚିତ୍ତ ନ ଧରଈ | 
ହନୁମତ ସେଈ ସର୍‌ବ ସୁଖ କରଈ ।। (୩୫)
ସଂକଟ କଟି ମିଟି ସବ ପୀରା |
ଜୋ ସୁମିରେ ହନୁମତ ବଲବୀରା ।। (୩୬)

ଜୈ ଜୈ ଜୈ ହନୁମାନ ଗୋସାଈ | 
କୃପା କରହୁ ଗୁରୁ ଦେବ କୀ ନାଈ ।। (୩୭)
 ଜୋ ସତ ବାର ପାଠ କର କୋଈ । 
ଛୁଟହି ବଂଦି ମହା ସୁଖ ହୋଈ ।। (୩୮)

 ଜୋ ୟହ ପଢ଼େଇ ହନୁମାନ ଚଲୀସା | 
ହୋୟ ସିଦ୍ଧି ସାଖୀ ଗୌରୀସା ।। (୩୯)
 ତୁଲସୀଦାସ ସଦା ହରି ଚେରା I 
କିଜ୍ୟେ ନାଥ ହୃଦୟ ମହଁ ଡେରା ।। (୪୦)

|| ଦୋହା ||

ପବନତନୟ ସଂକଟ ହରନ ମଂଗଲ ମୂରତି ରୂପ
 ରାମ ଲକ୍ଷନ ସୀତା ସହିତ ହୃଦୟ ବସହୁଁ ସୁର ରୂପ ।।

|| ଆରତୀ ||

ମଂଗଲ ମୁରତୀ ମାରୁତ ନଂଦନ ସକଲ ଅମଂଗଲ ମୂଲ ନିକଂଦନ 
ପବନତନୟ ସଂତନ ହିତକାରୀ ହୃଦୟ ବିରାଜତ ଅବଧ ବିହାରୀ 

ମାତୁ ପିତା ଗୁରୁ ଗଣପତି ସାରଦ ଶିବ ସମେଠ ଶଂଭୂ ଶୁକ ନାରଦ 
ଚରନ କମଲ ବିଂଧୌ ସବ କାହୁ ଦେହୁ ରାମପଦ ନେହୁ ନିବାହୁ

 ଜୈ ଜୈ ଜୈ ହନୁମାନ ଗୋସାଈ କୃପା କରହୁ ଗୁରୁ ଦେବ କୀ ନାଈ 
ବଂଧନ ରାମ ଲଖନ ବୈଦେହୀ ୟହ ତୁଲସୀ କେ ପରମ ସନେହୀ
 
॥ ପ୍ରିୟାବର ରାମଚଂଦ୍ରକୀ କୀ ଜୟ॥

Hanuman Chalisa Odia Lyrics PDF

Here you can download the Hanuman Chalisa in Odia PDF. So that, you can save it on your mobile and start chanting whenever you want.

ଆପଣମାନେ ତଳେଥିବା Download Link ରେ Click କରି Hanuman Chalisa Odia Lyrics କୁ Download କରି ପାରିବେ |

Hanuman Chalisa in Odia Lyrics

ଆପଣମାନେ ନିମ୍ନ Video ରେ Click କରି Namita Agrawal Hanuman Chalisha Odia Lyrics Video ଓଡ଼ିଆରେ ଶୁଣି ପାରିବେ |

Namita Agrawal Hanuman Chalisha Odia Lyrics Video is one of the most viewed videos of Odia Hanuman Devotees. By Listening to this, Your mind and soul will fill with Joy and happiness.

Hanuman Chalisa Odia ହେଉଛି ଆନନ୍ଦର ଉର୍ଚ୍ଚ | ମନର ଆନ୍ତରିକ ଶାନ୍ତି ପାଇଁ ଆପଣ ପ୍ରତିଦିନ ହନୁମାନ ଚାଳିଶା ପାଠ କରି ପାରିବେ |

Video Credit : Namita Arawal Youtube Channel

FAQs (Frequently Asked Questions)

Q: What happens if you read Hanuman Chalisa?

Ans: By chanting Hanuman Chalisa, all your trouble, and sorrow drives away. You will get the ultimate happiness in your life.

Q: Why Hanuman Chalisa is read at night?

Ans: The chanting of Hanuman Chalisa at night protects you from the lousy vision of Load Shani Dev and You will be under the glory of Hanuman Ji.

Q: What is the age of Lord Hanuman?

According to Agastya Samhita and Vayu Purana, the age of Lord Hanuman is 1 Kalpa i.e. 4.32 Billion years. As per Hinduism, Hanuman Ji is immortal and will reside on the Gandhamadan mountain in Kaliyuga.

Leave a comment