Aarti

Hanuman Aarti Odia | ହନୁମାନ ଆରତୀ ଓଡ଼ିଆରେ

Hanuman Chalisa Odia

No Comments

Hanuman Aarti Odia

Swami Ramananda wrote Hanuman Aarti. He is the one who shares the divine thought of Lord Shree Ram among a lot of people. Swami Ramananda promotes the Hindusim in North India.

Hanuman Aarti Odia is the odia representation of original Hanuman Aarti. It helps Odia-speaking people for chanting Hanuman Aarti.

Hanuman Aarti Odia

ହନୁମାନ ଆରତୀ ହେଉଛି ସ୍ୱାମୀ ରମାନନ୍ଦ ଙ୍କ ଦ୍ୱାରା ରଚିତ | ପ୍ରାୟ ସବୁ ଲୋକମାନେ ଭାବନ୍ତି କି, Hanuman Aarti ଗୋସ୍ୱାମୀ ତୁଲସୀଦାସ ଙ୍କ ଦ୍ୱାରା ରଚିତ | ସ୍ୱାମୀ ରମାନନ୍ଦ ହିଁ ରାମ ଭକ୍ତିର ପ୍ରଚାର ଆଉ ପ୍ରଚାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |

ସେ ମଧ୍ୟକାଳୀନ ଭକ୍ତି ଅନ୍ଧୋଲନରେ ଯୋଗ ଦେଇଥିଲେ | ସେ ଉତ୍ତର ଭାରତରେ ମଧ୍ୟ୍ୟ ଭକ୍ତିର ପ୍ରଚାର କରିଥିଲେ |

PDF Nameହନୁମାନ ଆରତୀ (Hanuman Aarti Odia)
CategoryReligion & Spirituality
LanguageOdia
No of Pages1
Size568 KB

Hanuman Aarti Odia Lyrics

Here, we listed 11 verses of Hanuman Aarti in Odia Language. Anyone can chant easily just by visiting our site hanumanchalisaodia.in.

ଆପଣମାନେ Hanuman Aarti Odia କୁ Online ରେ ପଢି ପାରିବେ | ଆମେ ଏଠି ହନୁମାନ ଆରତୀ କୁ ଓଡ଼ିଆରେ ବର୍ଣନା କରିଛୁ |

।। ହନୁମାନ ଆରତୀ ।।

ଆରତୀ କୀଜୈ ହନୁମାନ ଲଲା କୀ । ଦୁଷ୍ଟ ଦଲନ ରଘୁନାଥ କଲା କି ।। 
ଜାକେ ବଲ ସେ ଗିରବର କାଂପୈ । ରୋଗ ଦୋଷ ଜାକେ ନିକଟ ନ ଝାପୈ ।।

ଅଞ୍ଜନୀ ପୁତ୍ର ମହା ବଲଦାଈ । ସନ୍ତନ କେ ପ୍ରଭୁ ସଦା ସହାଈ ।। 
ଦେ ବୀରା ରଘୁନାଥ ପଠାୟେ । ଲଙ୍କା ଜାରି ସିୟା ସୁଧୁ ଲାୟେ || 

ଲଙ୍କା ସୋ କୋଟ ସମୁଦ୍ର ସୀ ଖାଈ । ଜାତ ପବନ ସୁତ ବାର ନ ଲାଇ ॥ 
ଲଙ୍କା ଜାରି ଅସୁର ସବ ମାରେ । ସିୟା ରାମଜୀ କେ କାଜ ସଂବାରେ ॥

ଲକ୍ଷ୍ମଣ ମୁର୍ତ୍ତିତ ପଡେ ସକାରେ । ଆନି ସଂଜୀବନ ପ୍ରାଣ ଭବାରେ ॥
ପୈଠି ପାଚାଲ ଡୋରି ଜମ-କାରେ । ଅହିରାବଣ କୀ ଭୁଳା ଉଖାରେ॥

ବାଁଈ ଭୁଜା ଅସୁର ଦଲ ମାରେ । ଡାଇଁ ଭୁଜା ସନ୍ତଜନ ତାରେ ।। 
ସୁର ନର ମୁନି ଆରତୀ ଉତାରେଁ । ଜୟ ଜୟ ଜୟ ହନୁମାନ ଭଚାରେଁ ।।

କଞ୍ଚନ ଥାର କର୍ପୁର ଲୋ ଛାଈ । ଆରତୀ କରତ ଅଞ୍ଜନା ମାଈ ।। 
ଜୋ ହନୁମାନ ଜୀ କୀ ଆରତୀ ଗାବେ । ବସି ବୈକୁଣ୍ଠ ପରମପଦ ପାଛେ ।।

।। ସମାପ୍ତ ।।

Hanuman Aarti in Odia Lyrics PDF Download

Always searching and visiting websites is a bit difficult. There may be an internet issue and some elderly people may not be comfortable with the internet. We have a great solution to this problem.

We create a Hanuman Aarti in Odia Lyrics PDF Download file and you can easily download it by clicking the below Download Link. You may save it on your mobile phone or make a print of it.

ଆପଣମାନେ ନିମ୍ନରେ ଥିବା Download Link Click କରି Hanuman Aarti in Odia Lyrics କୁ Download କରି ପାରିବେ | ଏହି File କୁ Mobile ରେ Save କରି ବା Print Out ବାହାର କରି ହନୁମାନ ଆରତୀ ର ପାଠ କରି ପାରିବେ |

Hanuman Aarti in Odia Video

Video Credit : Namita Agrawal Channel

FAQs (Frequently Asked Questions)

Q: Who wrote Hanuman Aarti?

Ans: Swami Ramananda wrote Hanuman Aarti.

Q: Who is the father of Hanuman?

Ans: according to Balmiki Ramcharitamanas, Keshari Bhruhaspati was the father of Hanuman Ji.

Q: Who was the Mentor of Hanuman Ji?

Ans: Lord Surya Dev was the mentor of Hanuman Ji.

Q: Who is the son of Hanuman Ji?

Ans: Makardwaja was the son of Hanuman Ji since he was unmarried. There is an interesting story in this matter.

Leave a comment