In Hinduism, Hanuman Bajrang Baan Odia is a mantra which is brought from Ramcharitamanas dedicated to Hanuman Ji. The chanting of Hanuman Bajrang Baan in Odia helps you to get relief from Horoscope related issues.
If You found any obstacles in Marriage, then you must chant Hanuman Bajrang Baan Odia PDF as per the below procedure. It also helps in the success of your career.
The actual meaning of Hanuman Bajrang Baan is the arrow of Load Hanuman Ji.

ହନୁମାନ ବଜରଙ୍ଗ ବାଣ ରାମଚରିତମାନସ ରୁ ସଂଗୃହିତ କରାଯାଇଛି | ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ଗ୍ରହାଃଦୋଷ, ବିଭାହ ଜନିତ ସମସ୍ୟା ଓ ଜୀବନ ରେ ସଫଳତା ଲାଭ ହୋଇଥାଏ | ବଜରଙ୍ଗ ବାଣ , ହନୁମାନ ଚାଳିଶା ପରି ପାଠ କରାଯାଏ |
PDF Name | ହନୁମାନ ବଜରଙ୍ଗ ବାଣ (Hanuman Bajrang Baan Odia ) |
Category | Religion & Spirituality |
Language | Odia |
No of Pages | 2 |
Size | 175 KB |
Hanuman Bajrang Baan Odia Lyrics
Hanuman Bajrang Baan Odia Lyrics ନିମ୍ନରେ ଦିଅ ଯାଇଛି | ଆପଣ ଏହାକୁ ଦେଖି ଓଡ଼ିଆ ରେ ଶ୍ରୀ ହନୁମାନ ବଜରଙ୍ଗ ବାଣ ପାଠ କରି ପାରିବେ | ପ୍ରଭୁ ହନୁମାନ ଆପଣଙ୍କ ସବୁ ଦୁଃଖ, କଷ୍ଟ ଦୂର କରିବେ | ଶ୍ରୀ ହନୁମାନ ମହାରାଜ କି ଜୟ |
|| ଶ୍ରୀ ହନୁମାନ ବଜରଙ୍ଗ ବାଣ ||
|| ଦୋହା ||
ନିଶ୍ଚୟ ପ୍ରେମ ପ୍ରତୀତି ତେ, ବିନୟ କରୈ ସନମାନ । ତେହି କେ କାରଜ ସକଲ ଶୁଭ, ସିଦ୍ଧ କରୈ ହନୁମାନ ।।
|| ଚୌପାଈ ||
ଜୟ ହନୁମନ୍ତ ସନ୍ତ ହିତକାରୀ । ସୁନ ଲୀଜୈ ପ୍ରଭୁ ଅରଜ ହମାରୀ ॥ ଜନ କେ କାଜ ବିଲମ୍ବ ନ କୀଜୈ । ଆତୁର ଦୌରି ମହା ସୁଖ ଦୀଜୈ ॥ ଜୈସେ କୂଦି ସିନ୍ଧୁ କେ ପାରା । ସୁରସା ବଦନ ପୈଠି ବିସ୍ତାରା || ଆଗେ ଜାୟ ଲଂଜିନୀ ରୋକା । ମାରେହୁ ଲାତ ଗଈ ସୁରଲୋକା ॥ ଜାୟ ବିଭୀଷଣ କୋ ସୁଖ ଦୀନ୍ହା । । ସୀତା ନିରଖି ପରମପଦ ଲୀନ୍ହା ॥ ବାଗ ଉଜାରି ସିଂଧୁ ମହା ବୋରା । ଅତି ଆତୁର ଜମ କାତର ଡୋରା ॥ ଅକ୍ଷୟ କୁମାର ମାରି ସଂହାର । ଲୁମ ଲପେଟି ଲଙ୍କ କୋ ଜାରା ॥ ଲାହ ସମାନ ଲଂକ ଜରି ଗଈ । ଜୟ ଜୟ ଧୁନି ସୁର ପୁର ନଭ ଭଈ ॥ ଅବ ବିଲମ୍ବ କେହି କାରନ ସ୍ଵାମୀ । କୃପା କରହୁଁ ଉର ଅନ୍ତର୍ଯ୍ୟାମୀ ॥ ଜୟ ଜୟ ଲଖନ ପ୍ରାଣ କେ ଦାତା । ଆତୁର ହୈ ଦୁଃଖ କରହୁଁ ନିପାତା ॥ ଜୈ ହନୁମାନ ଜୟତି ବଲସାଗର । ସୁର ସମୂହ ସମରଥ ଭଟ୍ଟନାଗର ॥ ଓଁ ହନୁ ହନୁ ହନୁମନ୍ତ୍ର ହଠୀଲେ । ବୈରିହିଁ ମାରୁ ବଜ୍ର କୀ କୀଲେ ॥ ଓଁ ହ୍ରୀଂ ହ୍ରୀଂ ହ୍ରୀଂ ହନୁମନ୍ତ କପୀଶା । ଓଁ ହୁଂ ହୁଂ ହୁଂ ହନୁ ଅରି ଉର ସୀଶା ॥ ଜୟ ଅଂଜନି କୁମାର ବଲବନ୍ତା । ଶଂକର ସୁବନ ବୀର ହନୁମନ୍ତା ॥ ବଦନ କରାଲ କାଲ କୁଲ ଘାଲକ । ରାମ ସହାୟ ସଦା ପ୍ରତିପାଲକ ॥ ଭୂତ ପ୍ରେତ ପିସାଚ ନିସାଚର । ଅଗ୍ନି ବେତାଳ କାଲ ମାରୀମର ॥ ଇହେଁ ମାରୂ ତୋହି ସପଥ ରାମ କୀ । ରାଖୁ ନାଥ ମରଜାଦ ନାମ କୀ ॥ ସତ୍ୟ ହୋଉ ହରି ସପଥ ପାଇକେ । ରାମଦୂତ ଧରୂ ମାରୁ ଧାଇ କୈ ॥ ଜୟ ଜୟ ଜୟ ହନୁମନୁ ଅଗାଧା । ଦୁଃଖ ପାବିତ ଜନ କେହି ଅପରାଧା ॥ ପୂଜା ଜପ ତପ ନେରା ଅଚାରା । ନହିଁ ଜାନତ କଛୁ ଦାସ ତୁମ୍ହାରା ॥ ବନ ଉପବନ ମଗ ଗିରି ଗୃହ ମାହୀ । ତୁମ୍ହରେ ବଲ ହୌଂ ଡରପତ ନାହିଁ ॥ ଜନକସୁତା ହରି ଦାସ କହାବୌ । ତାକି ସପଥ ବିଲମ୍ବ ନ ଲାବୌ ॥ ଜୈ ଜୈ ଜୈ ଧୁନି ହୋତ ଅକାସା । ସୁମିରତ ହୋୟ ଦୁଃସହ ଦୁଃଖ ନାସା ॥ ଚରନ ପକରି କର ଜୋରି ମନାବୌଂ । ୟହି ଔସର ଅବ କେହି ଗୋହରାବୌଂ॥ ଉଠ ଉଠ ଚଲୁ ତୋହି ରାମ ଦୁହାଈ । ପାୟଁ ପରୌ କର ଜୋରି ମନାଈ ॥ ଓଁ ଚମ୍ ଚମ୍ ଚମ୍ ଚମ୍ ଚପଲ ଚଲନ୍ତା । ଓଁ ହନୁ ହନୁ ହନୁ ହନୁ ହନୁ ହନୁମନ୍ତା ॥ ଓଁ ହଂ ହଂ ହାଁକ ଦେତ କପି ଚଞ୍ଚଲ । ଓଁ ସାଂ ସାଂ ସହମି ପରାନେ ଖଲଦଲ ॥ ଅପନେ ଜନ କୋ ତୁରିତ ଉବରୌ । ସୁମିରତ ହୋୟ ଆନନ୍ଦ ହମାରୌ ॥ ୟହ ବଜରଙ୍ଗ ବାଣ ଜେହି ମାରୈ । ତାହି କହୌ ଫିର କବନ ଉବାରୈ ॥ ପାଠ କରୈ ବଜରଙ୍ଗ ବାଣ କୀ । ହନୁମତ ରକ୍ଷା କରୈ ପ୍ରାଣ କୀ ॥ ୟହ ବଜରଙ୍ଗ ବାଣ ଜୋ ଜାପୈ । ତାସୋ ଭୂତ ପ୍ରେତ ସବ କାଁପୈ ॥ ଧୂପ ଦେୟ ଜୋ ଜପୈ ହମେଶା । ତାକେ ତନ ନହିଁ ରହୈ କଲେସା ॥
|| ଦୋହା ||
ଉର ପ୍ରତୀତି ଦୃଢ଼ ସରନ ହୈ, ପାଠ କରୈ ଧରି ଧ୍ୟାନ ॥ ବାଧା ସବ ହର କରୈ, ସବ କାମ ସଫଲ ହନୁମାନ ॥ ॥ଇତି ଶ୍ରୀ ଗୋସ୍ଵାମି ତୁଲସୀଦାସ କୃତ ବଜରଙ୍ଗ ବାଣ ସଂପୂର୍ଣ୍ଣ॥
Bajrang Baan Benefits
The chanting of Bajrang Baan Odia gives you positive strength to overcome fear and find inner peace. Load Hanuman is the only Hindu God who listens to their devotee quickly and lives with us somewhere.
Hanuman Ji protects us from evil thoughts and keeps us mentally strong to achieve our goals.
ନିୟମିତ ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ମନରେ ମାନସିକ ଶାନ୍ତି ଆସିଥାଏ | ହନୁମାନ ତାଙ୍କର ଭକ୍ତମାନଙ୍କ ଡାକ ଖୁବଶିଘ୍ର ଶୁଣିଥାନ୍ତି | ହନୁମାନ ଏବେ ବି ସ୍ୱ-ଶରୀରରେ ବିଦ୍ୟମାନ | ସେ ଚାରିଯୁଗରେ ଅଯର, ଅମର | ସେ ସବୁବେଳେ ତାଙ୍କ ଭକ୍ତମାନଙ୍କୁ ସବୁ ବିପଦ ଆପଦରୁ ରକ୍ଷା କରିଥାନ୍ତି |
Hanuman Bajrang Baan Odia PDF
We here provide Hanuman Bajrang Baan Odia PDF for download. You just click on the below Download Link and the file will be saved on your mobile phone.
You may chant Hanuman Bajrang Baan Odia whenever you want without being connected to the internet.
ଆପଣଙ୍କ ଏଠାରେ Hanuman Bajrang Baan in Odia PDF କୁ Download କରିପାରିବେ | ଆପଣ online ରେ ବି Hanuman Bajrang Baan Odia କୁ ପାଠ କରିପାରିବେ |
Hanuman Bajrang Baan Odia Video
Video Credit : All Music Youtube Channel
ନିୟମିତ ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ମନରେ ମାନସିକ ଶାନ୍ତି ଆସିଥାଏ | ହନୁମାନ ତାଙ୍କର ଭକ୍ତମାନଙ୍କ ଡାକ ଖୁବଶିଘ୍ର ଶୁଣିଥାନ୍ତି | ହନୁମାନ ଏବେ ବି ସ୍ୱ-ଶରୀରରେ ବିଦ୍ୟମାନ | ସେ ଚାରିଯୁଗରେ ଅଯର, ଅମର | ସେ ସବୁବେଳେ ତାଙ୍କ ଭକ୍ତମାନଙ୍କୁ ସବୁ ବିପଦ ଆପଦରୁ ରକ୍ଷା କରିଥାନ୍ତି |
Thank You for your comment.
Mu bhari asu bidha re achhi Atma hatya kariba mora last option
Mu bhagwan nku bahut dakhchi kahi sunu nahanti
Don’t Worry. Patient rakha sabu thik hei jiba
Very good